ଦିଲ୍ଲୀ ଟେଷ୍ଟ : ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ୨-୦ରେ ଅଗ୍ରଣୀ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଦ୍ଵିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଆଜି ତୃତୀୟ ଦିବସରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ୪ ମ୍ୟାଚ୍‌ ସିରିଜ୍‌ରେ ୨-୦ରେ ଅଗ୍ରଣୀ ରହିଛି। ଆଜିର ଏହି ମ୍ୟାଚ୍‌ରେ ଭାରତକୁ ବିଜୟମଣ୍ଡିତ କରିବାରେ ରବିନ୍ଦ୍ର ଜା‌ଦେଜାଙ୍କ ଅବଦାନ ଯଥେଷ୍ଟ। ସେ ୪୨ ରନ୍‌ ବିନିମୟରେ ୭ ୱିକେଟ୍‌ ହାସଲ କରିଛନ୍ତି। ସେହିପରି, ରବିଚନ୍ଦ୍ରନ ଅଶ୍ୱିନୀ ମଧ୍ୟ ୫୯ … Continue reading ଦିଲ୍ଲୀ ଟେଷ୍ଟ : ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ୨-୦ରେ ଅଗ୍ରଣୀ